ଡ୍ରେନ ଭାଙ୍ଗି ଯିବାରୁ ରାସ୍ତାରେ ପାଣି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଏନଏସି ୱାର୍ଡ ନମ୍ବର ୩ କଲିଆ ଛକରେ ନିକଟରେ ଏହା ଦେଖିବାକୁ ମିଳିଛି ।

ଡ୍ରେନ ଗୁଡିକ ଭାଙ୍ଗି ଯାଇ ପୋତି ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁ ନାହିଁ । ଫଳରେ ଟିକିଏ ବର୍ଷାରେ ପାଣି ରାସ୍ତା ଉପରେ ଚାଲୁଛି । ତୁରନ୍ତ ଡ୍ରେନ ମରାମତି କରିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes