ଗାଁ ସାଥିଙ୍କ ତରଫରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଗାଁ ସାଥି ସଂଘ ତରଫରୁ ୫ଦଫା ସମ୍ବଳିତ ଦାବିପତ୍ର ଆଜି ବିଡ଼ିଓ ସ୍ମିଗଧାରାଣୀୁ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି ।

ସଂଘ ସଭାପତି ଶ୍ୟାମ ସୁନ୍ଦର ଛତ୍ର ଓ ସମ୍ପାଦକ ନବୀନ କୁମାରଙ୍କ ନେତୃତ୍ୱରେ ସମସ୍ତ ଗ୍ରାମର ଗାଁ ସାଥି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes