ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିବା ନେଇ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।
ଡିଜିଟାଇଜେସନ ନେଇ ଓରସାକର ସାହାଯ୍ୟ ନିଆଯିବ ଏବଂ ସମସ୍ତ ଜମିର ରେକର୍ଡ ଡିଜିଟାଇଜେସନ କରାଯିବ ବୋଲି ଯାଦବ କହିଛନ୍ତି।
Credible Local News of Odisha