ଗୁହାଳରେ ପଶି ୩ଟି ମେଣ୍ଢା ମାରିଲା କଲରାପତରିଆ ବାଘ

ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ୍‌ର ଉଲଭା କଟାପଡ଼ାରେ କଲରାପତରିଆ ଜଣଙ୍କ ଗୁହାଳରେ ପଶି ୩ଟି ମେଣ୍ଢା ମାରିଥିବା ଅଭିଯୋଗ ହୋଇଛି।

୨ଟି ମେଣ୍ଢା ମାରି ଦେଇଥିବା ବେଳେ ଗୋଟିଏ ଝାମ୍ପି ନେଇଥିବା ସୂଚନା ମିଳିଛି। ବନ କର୍ମଚାରୀ ପହଞ୍ଚି ଆଖପାଖରେ ଖୋଜାଖୋଜି କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes