ଡିଏଲ୍ ପାଇଁ ଏଣିକି ଅନଲାଇନରେ ମିଳିବ ଡାକ୍ତରୀ ପ୍ରମାଣପତ୍ର

ଆରଟିଓରେ ଗହଳି ହ୍ରାସ ପାଇଁ ଅନଲାଇନରେ ଡାକ୍ତରୀ ପ୍ରମାଣପତ୍ର ଦେବାକୁ ବ୍ୟବସ୍ଥା କରିଛି ପରିବହନ ବିଭାଗ।

ସାରଥି ପୋର୍ଟାଲରେ ଯାଇ ପ୍ରମାଣପତ୍ର ଆବେଦନ କରିପାରିବେ।ପଂଜୀକୃତ ଡାକ୍ତର ସାର୍ଟିଫିକେଟ ଦେଇପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes