ଭୁବନେଶ୍ୱରରେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ

ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଜି ବୈଠକରେ ଯୋଗ ଦେବାକୁ ଭୁବନେଶ୍ଵରସ୍ଥିତ ରାଜ୍ୟ କର୍ଯ୍ୟାଳୟରେ ପହଞ୍ଚିଛନ୍ତି।

ଶ୍ରୀ ବଂଶଲ ଦଳୀୟ ନେତାଙ୍କ ସହ ୨୦୨୪ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes