ଡାକ୍ତର ଶିଶିର ସାହୁ ଆତ୍ମହତ୍ୟା ଘଟଣାରେ ହେବ ଭିଷେରା ଟେଷ୍ଟ

ଡାକ୍ତର ଶିଶିର ସାହୁ ଆତ୍ମହତ୍ୟା ଘଟଣାରେ ଭିଷେରା ଟେଷ୍ଟ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଅନ୍ୟପଟେ ଆସନ୍ତାକାଲି ପୋଷ୍ଟମର୍ଟମ୍ ରିପୋର୍ଟ ଆସିବ। ଏବେ ବି ଶିଶିରଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବାରୁ ପରିବାର ଲୋକଙ୍କୁ ପଚରାଉଚୁରା କରାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes