ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ କଲେଜ ଛକ ଠାରେ ଥିବା ଏକ ପାନ ଦୋକାନରୁ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ଦୋକାନ ଭାଙ୍ଗି ସମସ୍ତ ସାମଗ୍ରୀ ନେଇ ଯାଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି ।
ଏନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
Credible Local News of Odisha