ଡବଲଙ୍ଗ ଓ ଲଛିପୁରରେ ବିଶ୍ବକର୍ମା ପୂଜାର୍ଚ୍ଚନା ଅନୁଷ୍ଠିତ

ସୋନପୁର ସଦରବ୍ଲକ ଲଛିପୁର ଡ୍ରାଇଭର ସଂଘ ରାଜମନ୍ତ୍ରୀ ସଂଘ ଡବଲଙ୍ଗ ରେ ବଟେଇ ସଂଘ ରାଜମନ୍ତ୍ରୀ ସଂଘ ଲଛିପୁର ମଟର ଗେରେଜ ଅସୁରମୁଣ୍ତା ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି ।

ପୂଜାର୍ଚ୍ଚନା କରିଥିଲେ ଲୋକନାଥ ପୂଜାରୀ ଚିରଞ୍ଜିବୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes