କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟରେ ଶନିବାର ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ,ବିଶ୍ୱକର୍ମା ଫିଲିଙ୍ଗ ଷ୍ଟେସନ, ସାଈ ଜ୍ୟୋତି ଏଜେନସି,ଶିବ କୃପା ଫିଲିଙ୍ଗ ଷ୍ଟେସନ, ସାଇ ଆଗ୍ର ଏଜେନସି, ଗୁଳୁଦୀପଶି ସ୍ଥିତ ବୈତରଣୀ ରାଇସ ମିଲସ, ତୁରୁମୁଙ୍ଗା ଉପଖଣ୍ଡ ବିଦ୍ୟୁତ କାର୍ଯ୍ୟାଳୟ ତୁରୁମୁଙ୍ଗା ଓ ନେଉଳ ପଶି ଆଇ ଟି ଆଇ କେନ୍ଦ୍ର,ରେ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ମୃଣ୍ମୟୀମୂର୍ତ୍ତି ପୂଜା ପାଇଛନ୍ତି।