ଡବଲଙ୍ଗରେ ତୁଳସୀ ରାମାୟଣ ପଠନ ଉଦଯାପିତ

ସୋନପୁର ସଦର ବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଗ୍ରାମରେ ୫ମାସଧରି ଅନୁଷ୍ଠିତ ହୋଇଆସୁଥିବା ରାମାୟଣ ପାରାୟଣ ସୋମବାର ଉଦଯାପିତ ହୋଇଯାଇଛି।

ପୂଜାର୍ଚ୍ଚନା କରିଥିଲେ ତିରଞ୍ଚବି ମିଶ୍ର, ସୁନ୍ଦରା କାଣ୍ତ ପାରାୟଣ କରିଥିଲେ ବାବାଜୀ ଦାଶ ଓ ଗ୍ରାମର ତଥା ଆଖପାଖ ଅଞ୍ଚଳରୁ ଭକ୍ତ ବୃନ୍ଦ ଯୋଗଦେଇ ରଘୁନାଥଙ୍କ ନାମ ଭଜନ ପରିବେଷଣ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes