ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟାରେ ବାପାଙ୍କ ସନ୍ଦେହ ପ୍ରକାଶ (ଅପଡେଟ)

ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଗତକାଲି ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଥିବା ବେଳେ ଏହି ଘଟଣାରେ ସନ୍ଦେହ ପ୍ରକାଶ କରିଛନ୍ତି ତାଙ୍କ ପିତା l

ରଶ୍ମିରେଖାଙ୍କ ରୁମରୁ ମିଳିଥିବା ସୁଇସାଇଡ ନୋଟ କିଏ ଲେଖିଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ତାଙ୍କ ସହ ଲିଭ-ଇନ ରିଲେସନରେ ରହୁଥିବା ସନ୍ତୋଷ ପାତ୍ରଙ୍କ ବାବଦରେ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes