ଟ୍ରାଫିକ ଆଇନ ଭାଙ୍ଗି ୨୭ ଅଟୋ ଜବତ

ରାଜଧାନୀରେ ଫିଟନେସ, ଲାଇସେନ୍ସ ଆଦି ବିଭିନ୍ନ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ 27 ଟି ଅଟୋ କମିସନରେଟ ପୁଲିସ ଜବତ କରିଛି l
ସପ୍ତାହେ ଵ୍ୟାପୀ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes