ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନଂ ଜାତୀୟ ରାଜପଥ ବାହାନଗା ଛକ ନିକଟରେ ଆଜି ଭୋର ସମୟରେ ଏକ ଟ୍ରକ ଛିଡା ହୋଇଥିଲା ବେଳେ ପଛପଟୁ ଏକ ବାଲି ବୋଝେଇ ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଲି ଟ୍ରକ ଡ୍ରାଇଭର ମୃତ୍ୟୁ ବରଣ କରିଥିବା ବେଳେ ହେଲପର ଗୁରୁତର ଅବସ୍ଥାରେ ସୋର ମେଡିକାଲ ରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।