ବୁଦ୍ଧ ଜୟନ୍ତୀ ପାର୍କରେ ୱାକର କ୍ଲବର ବୈଠକ

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାର ବୁଦ୍ଧ ଜୟନ୍ତୀ ପାର୍କରେ ପ୍ରାତଃ ଭ୍ରମଣକାରୀଙ୍କ ଦ୍ଵାରା ଗଠିତ ବୁଦ୍ଧ ଜୟନ୍ତୀ ପାର୍କ ୱାକର ସଂଘ ଆଜି ମାସିକିଆ କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଏଥିରେ ବହୁ ପ୍ରାତଃ ଭ୍ରମଣ କାରୀ ଯୋଗ ଦେଇ ସକାଳୁ ଚାଲିବାର ଉପାଦେୟତା ଉପରେ ଗୁରୁତ୍ବ ଦେବା ସହ ସମସ୍ତେ କିପରି ଅନ୍ୟ ସାମାଜିକ କାର୍ଯ୍ୟ କରିପାରିବେ ତାହା ଆଲୋଚନା ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes