ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଅଞ୍ଚଳରେ ଗତ 11 ତାରିଖରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଟ୍ରକ ଚୋରି ହୋଇଥିବା ବେଳେ ପୁଲିସ ଏହାର ତଦନ୍ତ କରି ଏକ ରାକେଟର ନଅ ଜଣଙ୍କୁ ଗିରଫ କରିଛି l ସେମାନଙ୍କ ମଧ୍ୟରେ ଜଣେ ଯୁବ ବିଜେଡ଼ି ନେତା ଥିବା ବେଳେ ରାଜ୍ୟ ବାହାରର ମଧ୍ୟ 3 ଜଣ ଅଛନ୍ତି l
ତଦନ୍ତ ବେଳେ ଅଧା କଟା ଯାଇଥିବା ଏକ ଚୋରି ଟ୍ରକ ମଧ୍ୟ ଜବତ ହୋଇଛି l