ଅଭିନେତ୍ରୀ ପ୍ରକୃତି ମିଶ୍ର ମାମଲାରେ ତଥ୍ୟ ସଂଗ୍ରହ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ବାବୁସାନ -ତୃପ୍ତି -ପ୍ରକୃତି ବିବାଦ ଘଟଣାରେ ପୁଲିସ ନିଷ୍କ୍ରିୟତା ବିରୋଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର କରିଥିବା ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ଯୋଗାଡ଼ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା 29 ତାରିଖରେ ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes