ଟ୍ରକ୍-ଅଟୋ ମୁହାଁମୁହିଁ ଧକ୍କା; ୨ ମୃତ, ୩ ଗୁରୁତର

ଅନୁଗୋଳ ଜିଲ୍ଲା ଜରପଡ଼ାର ମରାତୀରା ନିକଟରେ ଏହି ଦୁର୍ଘଟଣା ଘଟିଛି।

୨ ମୃତକ ମହିଳା ହୋଇଥିବା ବେଳେ ୩ ଗୁରୁତରଙ୍କ ମଧ୍ୟରେ ବି ଜଣେ ମହିଳା ଅଛନ୍ତି। ଅଟୋକୁ ଧକ୍କା ଦେବା ପରେ ପିଆଜ ବୋଝେଇ ଟ୍ରକ୍‌ଟି ମଧ୍ୟ ଓଲୋଟି ପଡ଼ିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes