ସହକାରୀ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ମହିଳା ପ୍ରଫେସର ଜଣକ କାମ କରନ୍ତି। ମହିଳାଙ୍କ ଘର ଛତିଶଗଡ଼ରେ ହୋଇଥିବାରୁ ସେ ସେଠାରେ ପ୍ରାଥମିକ ଏତଲା କରିଛନ୍ତି।

ପରେ ଛତିଶଗଡ଼ ପୁଲିସର ନିର୍ଦ୍ଦେଶରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes