ଟ୍ରକକୁ ଧକ୍କା ଦେଲା ବସ, ୭ ଯାତ୍ରୀ ଆହତ

ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଏକ ବସ ଆଜି ପୂର୍ବାହ୍ନରେ ଭଣ୍ଡାରିପୋଖରୀ ନିକଟରେ ଏକ ଟ୍ରକକୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲା l

ଦୁର୍ଘଟଣାରେ ଆଠ ଜଣ ଯାତ୍ରୀ ଆହତ ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes