ନିଖୋଜ ଅଙ୍ଗନବାଡି କର୍ମୀଙ୍କ ମୃତଦେହ ଉଦ୍ଧାର

କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅଞ୍ଚଳରେ ନିଖୋଜ ଥିବା ଅଙ୍ଗନବାଡି କର୍ମୀଙ୍କ ମୃତଦେହ କୁହୁଡି ନିକଟ ଜଙ୍ଗଲରୁ ଆଜି ଉଦ୍ଧାର କରାଯାଇଥିବା ପୁଲିସ କହିଛି l

ଏହି ଘଟଣାରେ ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ପୁଲିସ ଜଣାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes