ଟ୍ରକକୁ ଧକ୍କା ଦେଲା କାର୍ : ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଦଧିମାଛଗାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଓଡ଼ି୦୨-ସିବି-୩୦୪୪ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଭେନ୍ୟୁ କାର କୌଣସି କାରଣ ବଶତଃ ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଏକ ଟ୍ରକର ପଛ ପଟକୁ ଧକ୍କା ଦେଇଥିବା ବେଳେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୂର୍ ମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି।ଦୁର୍ଘଟଣାରେ କାର୍ ଚଲାଉଥିବା ଖୋର୍ଦ୍ଧାର ଯୁବ ବ୍ୟବସାୟୀ ଲୋକେଶ ଅଗ୍ରଓ୍ୱାଲଙ୍କ ମୃତ୍ୟୁ ଘଟିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes