କେସିଙ୍ଗା ଥାନା ଏଏସ୍ଆଇଙ୍କ ଘରୁ ଚୋରି

କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଏଏସ୍ଆଇଙ୍କ ସାଇପ୍ରିୟା ନଗର ୧୧ନଂ ଲେନରେ ଥିବା କ୍ବାର୍ଟରରୁ ୧୭ ଭରି ସୁନା, ୫୦୦ ଗ୍ରାମ ରୁପା, ୫୦ ହଜାର ଚୋରି ହୋଇଥିବା ଅଭିଯୋଗ ହୋଇଛି।

ଘରେ କେହି ନଥିବା ବେଳେ ଚୋରି ହୋଇଥିବା ନେଇ ଚାନ୍ଦିଲି ଥାନାରେ ଏତଲା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes