ଟାଟା ପାୱାରକୁ ଦିଆଯାଇଥିବା 871 ଏକର ଜମି ଫେରିବ

କଟକ ଜିଲ୍ଲାର ବାରଙ୍ଗ ତହସିଲରେ କୋଇଲା ଭିତ୍ତିକ ପାୱାର ପ୍ଲାଣ୍ଟ କରିବାକୁ ଟାଟା ପାୱାରକୁ ଦିଆଯାଇଥିବା 871.427 ଏକର ଜମି ଲ୍ୟାଣ୍ଡ ବ୍ୟାଙ୍କକୁ ଫେରାଇ ଆଣିବାକୁ ବୁଧବାର ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes