ସୈନିକ ସ୍କୁଲ ପାଇଁ ସରକାର ଦେବେ ଶହେ ଏକର ଜମି

ସମ୍ବଲପୁର ଜିଲ୍ଳାର ବସନ୍ତପୁର ଠାରେ ରାଜ୍ୟର ଦ୍ଵିତୀୟ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବିନା ପ୍ରିମିଅମରେ ଶହେ ଏକର ଜମି ଯୋଗାଇଦେବେ ବୋଲି କ୍ୟାବିନେଟ ବୈଠକରେ ପ୍ରସ୍ତାବ ପାରିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes