ଝାରସୁଗୁଡ଼ା ସହରରେ ଜାରି ହେଲା ୧୪୪ ଧାରା

ଝାରସୁଗୁଡ଼ା ଥାନା ସମ୍ମୁଖ ଓ ଝଣ୍ଡା ଛକରୁ ଧର୍ମଶାଳା ଛକ ପର୍ଯ୍ୟନ୍ତ ୧୪୪ ଜାରି ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ରୋଷେୟାଙ୍କ ମୃତ୍ୟୁକୁ ନେଇ ବିଜେଡି-ବିଜେପି ଧାରଣା ଦେବା ଲାଗି ପ୍ରସ୍ତୁତ ହୋଇଥିବା ବେଳେ ପ୍ରଶାସନ ଏହି ପଦକ୍ଷେପ ନେଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes