ଝାରସୁଗୁଡ଼ାରେ ନବ ଦାସଙ୍କ ମରଶରୀର

ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଛି ନବ ଦାସଙ୍କ ମରଶରୀର।

ଝାରସୁଗୁଡ଼ାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ମରଶରୀରକୁ ଶୋଭାଯାତ୍ରାରେ ନିଆଯିବାର କାର୍ଯ୍ୟକ୍ରମ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes