ବିଭିନ୍ନ ଦାବୀ ନେଇ ନୂଆ ଜଗନ୍ନାଥ ସଡ଼କ ନିରାକାରପୁର ଠାରେ ରାସ୍ତା ରୋକ

ଖୋର୍ଦ୍ଧା ରାମେଶ୍ୱର-ପୁରୀ ନୂଆ ଜଗନ୍ନାଥ ସଡକ ନିରାକାରପୁର ଠାରେ ରାସ୍ତା ରୋକ।

ନିରାକାରପୁରରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ସେବା,୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ, ନିଶାକାରବାର ବନ୍ଦ, ନିରାକାରପୁର ରେଳ ଫାଟକ ଠାରେ ଓଭରବ୍ରିଜ ନିର୍ମାଣ ଆଦି ଦାବିରେ ୨୪ଘଣ୍ଟିଆ ରାସ୍ତା ରୋକ କରିଛନ୍ତି ନିରାକାରପୁର ଅଂଚଳବାସୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes