ଝାରସୁଗୁଡ଼ାରେ ଦିନକରେ ୨୫ କରୋନାରେ ଆକ୍ରାନ୍ତ July 23, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ୨୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l