କନ୍ଧମାଳରେ ଦିନକରେ ୧୭ କରୋନାରେ ଆକ୍ରାନ୍ତ July 23, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ୧୭ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l