ଝାରପଡ଼ା ମଙ୍ଗରାଜ ପଏଣ୍ଟରେ ମେଡ଼ିସିନ ଦୋକାନରେ ଅଗ୍ନିକାଣ୍ଡ

ଭୁବନେଶ୍ବର ଝାରପଡ଼ା ମଙ୍ଗରାଜ ପଏଣ୍ଟରେ ମେଡ଼ିସିନ ଦୋକାନରେ ଅଗ୍ନିକାଣ୍ଡ ଘଟି ପାଉଁଶ ହୋଇଯାଇଛି ଦୋକାନ।

ଅଗ୍ନିକାଣ୍ଡର କରାଣ ଅସ୍ପଷ୍ଟ ଥିବାବେଳେ ନିଆଁକୁ ଆୟତ କରିଛି ଫାୟାର ଟିମ୍।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes