କେନାଲରେ ବୁଡ଼ି କାଉଡ଼ିଆ ନିଖୋଜ, ଆଉ ଜଣେ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳି ବାମପାର୍ଶ୍ୱ କେନାଲରେ ଏହି ଅଘଟଣ ଘଟିଛି।

ଜଳାଭିଷେକ ପୂର୍ବରୁ ଗାଧୋଇବା ବେଳ କାଉଡ଼ିଆ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଉଦ୍ଧାର କାମ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes