ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ସାଲେଇପାଲି ଗାଁରେ ଶନିବାର ରାତିରେ ବାଡ଼ି ଶାଗ ଖାଇ ମା’ ଝିଅ, ମାମୁ ଅସୁସ୍ଥ ହୋଇଥିଲେ।
ଚିକିତ୍ସାଧୀନ ଅବସ୍ଥାରେ ଆରଜିଏଚରେ ଝିଅର ମୃତ୍ୟୁ ଘଟିଥିଲା।ପେଟବ୍ୟଥା, ଝାଡ଼ାବାନ୍ତିରେ ଆକ୍ରାନ୍ତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
Credible Local News of Odisha