ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ଆଜି ଦଶମ ଓ ଦ୍ବାଦଶ ରେଜଲ୍ଚ ଆସିବ। ଅଫିସିଆଲ ଓ୍ବେବସାଇଟରେ ଫଳାଫଳ ଦେଖିପାରିବେ ଛାତ୍ରଛାତ୍ରୀ।

ଚଳିତବର୍ଷ ଦଶମରେ ୨୧ ଲକ୍ଷରୁ ଅଧିକ ଓ ଦ୍ବାଦଶରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ପରୀକ୍ଷା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes