ଝରିଗାଁରେ 24 ଘଣ୍ଟାରେ 118.6 ମିମି ବର୍ଷା

ଗତ 24 ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଖରିଗାଁରେ 118.6, ଉମରକୋଟରେ 104 ଏବଂ ଡାବୁଗାଁରେ 78 ମିଲିମିଟର ବର୍ଷା ରେକର୍ଡ କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes