ଜୟପୁର ଠାରେ କଂଗ୍ରେସର ବିକ୍ଷୋଭ

କେନ୍ଦ୍ର ସରକାରଙ୍କ ଅଗ୍ନିପଥକୁ ବିରୋଧ ଜାରି ସୋମବାର ଜୟପୁର ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ଠାରେ କଂଗ୍ରେସ ବିକ୍ଷୋଭ କରିଛି।

ବିକ୍ଷୋଭରେ ବିଧାୟକ ତାରା ପ୍ରସାଦ ବାହନୀପତି ଉପସ୍ଥିତ ରହି କେନ୍ଦ୍ର ଉପରେ ବର୍ଷିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes