ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସର ସତ୍ୟାଗ୍ରହ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଯୁବ କଂଗ୍ରେସ ନେତା ସାଗର ଚରଣ ଦାସଙ୍କ ଆହ୍ବାନ କ୍ରମେ ଜିଲ୍ଲାର କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ସାମିଲ ହୋଇ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes