ଜ୍ୱାଇଁର ଛୁରାମାଡ଼ରେ ଶାଶୁ, ଶ୍ୱଶୁର ଗୁରୁତର

ମୟୂରଭଞ୍ଜ ଜିଲ୍ଲା ଖଲ୍ଲିକୋଟ ଭେଜିପୁଟ ଗାଁରେ ଏହି ଘଟଣା ଘଟିଛି।

ଉଭୟଙ୍କୁ ଏମକେସେଜିରେ ଭର୍ତ୍ତି କରାଯାଇଛି। ସ୍ତ୍ରୀକୁ ଆକ୍ରମଣ କରିବା ବେଳେ ଶାଶୁ, ଶ୍ୱଶୁର ବାଧା ଦେବାରୁ ଛୁରାମାଡ଼ ହୋଇଛି। ଜ୍ୱାଇଁ ଓ ସହଯୋଗୀଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes