ଚଞ୍ଚକତା କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

ମୟୂରଭଞ୍ଜ ଜିଲ୍ଲା ବିଶୋଇ ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖା ର ୨ କର୍ମଚାରୀ ଙ୍କ ଦ୍ଵାରା ଯୋଡ଼ିଆ ପଞ୍ଚାୟତ ର ବିଧବା ମହିଳା ସାରଥି ମୁର୍ମୁ ଙ୍କ ପାସ ବହି ରୁ (A/c -୫୪୫୬୧୮୨୧୦୦୦୦୯୯୦) ୧ଲକ୍ଷ ୫୦ହଜାର ଟଙ୍କା ଗତ ୨୧ ତାରିଖ ୨ବ୍ୟାଙ୍କ୍ କର୍ମଚାରୀ ଚଂଚଳତା କରି ଉଠେଇ ନେଇଥିବାର ଅଭିଯୋଗ ହୋଇଛି।

ଏ ନେଇ ବ୍ୟାଙ୍କ୍ ପ୍ରବନ୍ଧକ ଙ୍କ ଦୃଷ୍ଟି ଆକର୍ଷଣ କରି ଟଙ୍କା ଫେରି ପାଇବା ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes