ଜେଲ ଅନ୍ତେବାସୀଙ୍କ ପିଲାମାନଙ୍କ ରଜ

ଭୁବନେଶ୍ବରର ଲକ୍ଷ୍ମୀସାଗରସ୍ଥିତ ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନରେ ରହୁଥିବା ଜେଲ ଅନ୍ତେବାସୀଙ୍କ ପିଲାମାନଙ୍କ ସହ ଓଡ଼ିଆଙ୍କ ନିଜସ୍ଵ ପର୍ବ ‘ରଜ’ ପାଳନର ଏକ ସୁନ୍ଦର ଓ ନିଆରା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି l

ଏଥିରେ ଓଟଡିସି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଯୋଗଦେଇ କହିଥିଲେ, ଓ୍ବିସ୍ ଫାଉଣ୍ଡେସନ ଦ୍ବାରା ଏହି ନିରାଶ୍ରୟ ପିଲାମାନଙ୍କ ସହ ରଜ ପର୍ବ ପାଳନ କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରଶଂସନୀୟ l ଏହି ପିଲାମାନଙ୍କ ସହ କିଛି ସମୟ ବିତାଇଲି, ସେମାନଙ୍କ ଆତ୍ମୀୟତା ଓ ମୁହଁରେ ଟିକିଏ ହସ ମୋ’ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes