ଚୁକ୍ତି ଭିତ୍ତିକ ନିଯୁକ୍ତି ବନ୍ଦ କରିବାକୁ ଦାବି

ଆଜି ସ୍ଥାନୀୟ ପୁରୁଣା ବଜାର ସ୍ଥିତ ନୂତନ ପାର୍କ କେନ୍ଦୁଝର ଠାରେ ଓଡିଶା ସରକାରୀ ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ କେନ୍ଦୁଝର ଶାଖାର ଏକ ବୈଠକରେ ଆଗାମୀ ରଣନୀତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।

ସମାନ କାମକୁ ସମାନ ଦରମା ନୀତି ସହିତ ଛଅ ବର୍ଷିଆ ଘୃଣୀତ ଓ ଗୋତି ବ୍ୟବସ୍ଥାକୁ ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ସଂଘ ର ସଭାପତି ବାବୁଲ୍ ନାୟକ, ଉପସଭାପତି ଦୁଷ୍ମନ୍ତ ପାତ୍ର , ସମ୍ପାଦକ ଅବନୀ କୁମାର ଦେହୁରୀ, ଗଣମାଧ୍ୟମ ସମ୍ପାଦକ ବିଶ୍ବଭୂଷଣ ବେହେରା, କୋଷାଧ୍ୟକ୍ଷ ଝସକେତନ ନାଏକ,ସମେତ ଦାବି କରିଛନ୍ତି। ନଚେତ୍ ଆନ୍ଦୋଳନ ହେବ ବୋଲି କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes