ଜେଲରେ କଏଦୀଙ୍କୁ ଜେଲରଙ୍କ ମାଡ଼ ଅଭିଯୋଗ

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଜେଲରେ ନିମ୍ନ ମାନର ଖାଦ୍ୟ ପରିବେଷଣର ପ୍ରତିବାଦ କରିବାରୁ କଏଦୀ ମାନଙ୍କୁ ଜେଲର ମାଡ଼ ମରିଥିବା ଅଭିଯୋଗ ହୋଇଛି l ଜେଲରୁ ତିନି ଜଣ କଏଦୀଙ୍କୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes