ଲଜରୁ ଯୁବତୀଙ୍କ ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ ସହରର କୁମ୍ଭାରପଡା ଥାନା ଅନ୍ତର୍ଗତ ଏକ ଲଜରୁ ଆଜି ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିବା ସ୍ଥାନୀୟ ପୁଲିସ କହିଛି l
ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ ଜବତ ହୋଇଛି l ତାଙ୍କ ବୟସ 22 ଏବଂ ସେ ଭୁବନେଶ୍ୱରରୁ ପୁରୀ ଆସିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes