ଜୁଲାଇରେ ବିଏଡ଼ ପ୍ରବେଶିକା ପରୀକ୍ଷା

୨୦୨୨-୨୪ ଶିକ୍ଷା ବର୍ଷରେ ବିଏଡ଼ ,ବିଏଚ୍ଏଡ଼ ଓ ଏମ୍ଏଡ଼ ପାଠ୍ୟକ୍ରମରେ ନାମଲେଖା ଲାଗି ଓଏମ୍ଆର ବେସଡ଼ ପ୍ରବେଶିକା ପରୀକ୍ଷା ଓଡିଶା ଷ୍ଟାପ ସିଲେକ୍ସନ ବୋର୍ଡ଼ ଦ୍ୱାରା ଜୁଲାଇ ମାସରେ ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଆଗ୍ରହୀ ଛାତ୍ରଛାତ୍ରୀ ସାମସ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ଏଥିପାଇଁ ଜୁନ ପହିଲାରୁ ପୋର୍ଟାଲ ଖୋଲିବାକୁ ଲକ୍ଷ ରଖାଯାଇଛି ଏବଂ ଜୁନ ୨୭ପର୍ଯ୍ୟନ୍ତ ସାମସ ମଧ୍ୟରେ ଆବେଦନ କରିପାରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes