ଇଣ୍ଡିଆ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଲେ ଅନଭିକା

ସମ୍ବଲପୁର ଦାନିପାଲି ଅଞ୍ଚଳର ରେଳବାଇ କମର୍ସିଆଲ ସୁପରିନଟେଣ୍ଡେଣ୍ଟ ଭାବେ କାର୍ଯ୍ୟରତ ଦିନେଶ ସିଂହ ଓ ଆରତୀ ସିଂହଙ୍କ ୬ବର୍ଷ ୯ମାସର ଝିଅ ଅନଭିକା ସିଂହ ୧ମିନିଟ ୩୬ସେକେଣ୍ଡରେ ସମ୍ପୂର୍ଣ୍ଣ ହନୁମାନ ଚାଳିସା ପାଠ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ସେ ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ୨ୟ ଶ୍ରେଣୀରେ ପାଠ ପଢୁଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes