ଜୁଡ଼ିଆ ଘାଟିରେ ଦୁର୍ଘଟଣା, ଜାମରେ ଫସିଲା ଆମ୍ବୁଲାନ୍ସ

ଆଜି ଅପରାହ୍ନରେ କେନ୍ଦୁଝର ଜୁଡିଆ ଘାଟିରେ ଦୁର୍ଘଟଣା ଘଟି ଏକ ଟ୍ରକ ରାସ୍ତାରେ (ଏନଏଚ ୪୯) ଓଲଟି ପଡିବା ଫଳରେ ଘାଟି ରାସ୍ତାରେ ଟ୍ରାଫିକ ସମସ୍ୟା ଦେଖାଦେଇଛି।

ଗୋଟିଏ ଲେନ୍ ରେ ଭାରି ଯାନ ଯିବା ଆସିବା କରିବା ଫଳରେ ରାସ୍ତା କାମ ହୋଇଥିଲା। ଫଳରେ ଅଞ୍ଜର ଆଡୁ ଆସୁଥିବା ଏକ ଆମ୍ବୁଲାନ୍ସ ଘାଟି ରାସ୍ତାରେ ବହୁ ସମୟ ଧରି ଅଟକି ରହି ବିଳମ୍ବରେ ମେଡ଼ିକାଲ ପହଞ୍ଚି ଥିଲା। ସଠିକ୍ ଭାବରେ ଟ୍ରାଫିକ ନିୟନ୍ତ୍ରଣ ହୋଇ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes