ବ୍ରଜରାଜନଗର ଏସଡ଼ିପିଓଙ୍କୁ ରାଜ୍ୟ ମୁଖ୍ୟାଳୟକୁ ବଦଳି

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା ପରେ ଆଜି ବ୍ରଜରାଜନଗର ଏସଡ଼ିପିଓ ଗୁପ୍ତେଶ୍ୱର ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି l
ଆଠମଲ୍ଲିକ ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କୁ ବ୍ରଜରାଜନଗର ଏସଡ଼ିପିଓ ଭାବେ ନିଯୁକ୍ତି ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes