ଜିଲ୍ଲା ଯାଦବ ସଂଘର ଯୁବକ ସଂଗଠନର ବୈଠକ

ଜୁଯୋମୁରା ବ୍ଳକର ଜୟନ୍ତପୁର ମାର୍କେଟ ୟାର୍ଡ ରାଜିବଭବନ ଠାରେ ଆଜି ସମ୍ବଲପୁର ଜିଲ୍ଲା ଯାଦବ ସଂଘର ଯୁବକ ସଂଗଠନ ର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆଜି ଅପରାହ୍ନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ମାନେଶ୍ବର , ରେଙ୍ଗାଲି ଓ ଜୁଯୋମୁରା ବ୍ଲକ୍‌ର ଗଉଡ଼ (ଯାଦବ) ସମାଜ ଯୁବକ ସଂଗଠନ ର ସଭାପତି ,ସଂପାଦକ ଙ୍କ ସମେତ ସଂଗଠନ ର ବରିଷ୍ଠ ସଭ୍ୟ ମାନେ ଉପସ୍ଥିତ ରହିଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes