ପୁରୀ ଠାରୁ ୯୩୦ କିମି ଦୂରରେ ବାତ୍ୟା ‘ଅସାନୀ’ : ଆଇଏମଡି

ପୁରୀ ଠାରୁ ଦକ୍ଷିଣ -ଦକ୍ଷିଣ ପୂର୍ବରେ 930 କିଲୋମିଟର ଦୂରରେ ଥିବା ବାତ୍ୟା ‘ଅସାନୀ’ ଗତ 6 ଘଣ୍ଟା ଧରି 14 କିମି ବେଗରେ ଅଗ୍ରସର ହେଉଥିବା ଆଇଏମଡି କହିଛି l

ଏହା 10 ତାରିଖରେ ଆନ୍ଧ୍ର -ଓଡିଶା ଉପକୂଳରୁ ରିକର୍ଭ କରି ସମୁଦ୍ରରେ ପଳାଇବ ଏବଂ ଲ୍ୟାଣ୍ଡଫଲ କରିବ ନାହିଁ l ଏହା ପ୍ରଭାବରେ 10, 11 ଓ 12 ତାରିଖରେ ଉପକୂଳ ଓଡିଶାର ଅନେକ ସ୍ଥାନରେ ପବନ ଓ ବର୍ଷା ହେବ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes