ଜିଲ୍ଲା ମହୋତ୍ସବରେ ନାଚିଲେ ବୌଦ୍ଧ ଜିଲ୍ଲାପାଳ January 17, 2023 by Rameswar mahakur ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲା ମହୋତ୍ସବରେ ମଞ୍ଚରେ ଅନ୍ୟମାନଙ୍କ ସହ ନାଚୁଥିବା ଦେଖିବାକୁ ମିଳିଛି।